ରାଉରକେଲା ଷ୍ଟେସନରୁ ପୁଣି ୫ ଜଣ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନ୍‌ରୁ ଆଜି ପୁଣି ୫ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସିଭିଲ ଡିଫେନ୍ସ କଂପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କର ନେତୃତ୍ୱରେ ନାବାଳକମାନେ ଦିନ ଗୋଟାଏ ସମୟରେ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ପଚାରାଯିବାରୁ କିଛି ସଠିକ ଉତ୍ତର ଦେଇପାରିନଥିବା ନାବାଳକ ମାନଙ୍କୁ ରେଲୱେ ପୁଲିସ ଓ ଚାଇଲଡ଼ ଲାଇନ କର୍ମଚାରୀଙ୍କୁ ଡକାଯାଇ ହସ୍ତାନ୍ତର କରାଯାଇଥିଲା। ଏମାନଙ୍କ ବୟସ ୧୭ ବର୍ଷରୁ କମ ଥିବା ଜଣା ପଡିଛି ଓ … Continue reading ରାଉରକେଲା ଷ୍ଟେସନରୁ ପୁଣି ୫ ଜଣ ନାବାଳକ ଉଦ୍ଧାର